ଏବେ ଲରେନ୍‌ଙ୍କ ପ୍ରେମରେ

0

ଟିଭି ଉପସ୍ଥାପିକା ଭାବେ ପୂର୍ବରୁ କାମ କରୁଥିବା ଲରେନ୍‌ ସାଞ୍ଚେଞ୍ଜ୍‌ଙ୍କ ପ୍ରେମରେ ପଡ଼ିଯାଇଛନ୍ତି ବେଜୋସ୍। ହଲିଉଡ୍‌ ଟ୍ୟାଲେଣ୍ଟ୍‌ ଏଜେଣ୍ଟ୍‌ ପାଟ୍ରିକ୍ ହ୍ବାଇଟ୍‌ସେଲ୍‌ଙ୍କ ଠାରୁ ଅଲଗା ହେବା ପରେ ଲରେନ୍ ଏବେ ଏକା ରହୁଛନ୍ତି। ଲରେନ୍‌ଙ୍କ ସହ ପ୍ରେମ ହିଁ ବେଜୋସ୍‌ ଓ ତାଙ୍କ ପତ୍ନୀ ମାକେଞ୍ଜିଙ୍କ ବିଚ୍ଛେଦର ମୁଖ୍ୟ କାରଣ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.