ଆନ୍ତର୍ଜାତିକ ପ୍ରତିଯୋଗିତାରେ ଆଶାନି ଆବାକସ୍‌ର ସଫଳତା

ଭୁବନେଶ୍ୱର: ବ୍ୟାଙ୍କକ୍‌ଠାରେ ଆୟୋଜିତ ହୋଇଥିବା ଆନ୍ତର୍ଜାତିକ ଆବାକସ୍‌ ପ୍ରତିଯୋଗିତାରେ ଆଶାନି ଆବାକସ୍‌ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ନିର୍ଦେଶିକା ଗୀତାଞ୍ଜଳି ଗୌଡ଼ ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ ଆଶାନି ଆବାକସ୍‌ ୧୦୦% ସଫଳତା ହାସଲ କରିଛି।

ସମ୍ବନ୍ଧିତ ଖବର