ପିଏନ୍‌ବିର ନୂଆ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ର ଭୁବନେଶ୍ୱର ମଣ୍ଡଳର ନୂତନ ମୁଖ୍ୟ ଭାବେ ଗଣପତ ଲାଲ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୧୯୮୫ମସିହାରେ ପିଏନ୍‌ବିରେ ଯୋଗଦେଇଥିବା ଶ୍ରୀ ଲାଲଙ୍କର ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା ଏବଂ ଟ୍ରେଜେରି ଡିଭିଜନ(ମୁଖ୍ୟ କାଯ୍ୟର୍ାଳୟ)ର ବିଭିନ୍ନ ସ୍ଥାନରେ ଯଥେଷ୍ଟ ଅଭିଜ୍ଞତା ରହିଛି। ଶ୍ରୀ ଲାଲ ତାଙ୍କର ଏହି କାଯ୍ୟର୍କାଳ ଭିତରେ ଏନ୍‌ପିଏ ହ୍ରାସ ଉପରେ ଗୁରୁତ୍ୱ ଦେବେ।

ସମ୍ବନ୍ଧିତ ଖବର