ଫୋର୍ଡ ଇଣ୍ଡିଆର ୧୦ ଲକ୍ଷ ଗ୍ରାହକ ମାଇଲଖୁଣ୍ଟ ହାସଲ

ଭୁବନେଶ୍ୱର: ଫୋର୍ଡ ଇଣ୍ଡିଆ ଭାରତରେ ଦଶଲକ୍ଷ ଗ୍ରାହକ ହାସଲ କରିଛି। ଏ ନେଇ କମ୍ପାନି ପକ୍ଷରୁ ଦିଲ୍ଲୀରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ଫୋର୍ଡ ଇଣ୍ଡିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ଅନୁରାଗ ମେହରୋତ୍ରା କମ୍ପାନିର ଦଶଲକ୍ଷ ତମ ଗ୍ରାହକ ନିଖିଲ କକ୍କରଙ୍କୁ ସ୍ୱାଗତ ଜଣାଇଛନ୍ତି। ଭାରତର ପ୍ରଥମ କମ୍ପ୍ୟାକ୍ଟ ୟୁଟିଲିଟି ଯାନ ଫୋର୍ଡ ଫ୍ରି ଷ୍ଟାଇଲ ଉକ୍ତ ଗ୍ରାହକଙ୍କୁ ଶ୍ରୀ ମେହେରୋତ୍ରା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର