୧୬ ବର୍ଷରେ ଆଇସିିଆଇସିଆଇ ବ୍ୟାଙ୍କର ପ୍ରଥମ କ୍ଷତି

0 112

ମୁମ୍ବାଇ: ଘରୋଇ ଆଇସିଆଇସିଆଇ ବ୍ୟାଙ୍କ ଦୀର୍ଘ ୧୬ ବର୍ଷ ପରେ ପ୍ରଥମ ଥର ପାଇଁ କ୍ଷତି ସହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବ୍ୟାଙ୍କ ୧୨୦ କୋଟି ଟଙ୍କା କ୍ଷତି କରିଛି। ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବ୍ୟାଙ୍କ ୨୦୪୯ କୋଟି ଟଙ୍କାର ଲାଭ କରିଥିଲା। ଅନାଦାୟ ଋଣ ବାବଦରେ ବ୍ୟାଙ୍କକୁ ୧୨୮ ପ୍ରତିଶତ ଅଧିକ ଅର୍ଥ ଅର୍ଥାତ୍‌ ୫୯୭୧ କୋଟି ଟଙ୍କା ରଖିବାକୁ ପଡ଼ିବା ଯୋଗୁଁ ବ୍ୟାଙ୍କକୁ ଏହି କ୍ଷତି ସହିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.