୩୦ ଲକ୍ଷ କ୍ରିପ୍ଟୋଜ୍ୟାକିଙ୍ଗ୍‌ ଚିହ୍ନଟ କଲା କ୍ୱିକ୍‌ ହିଲ୍‌

ଭୁବନେଶ୍ୱର: କ୍ୱିକ୍‌ ହିଲ୍‌ ସିକ୍ୟୁରିଟି ଲ୍ୟାବ୍‌ ପକ୍ଷରୁ ୩୦ ଲକ୍ଷ କ୍ରିପ୍ଟୋଜ୍ୟାକିଙ୍ଗ୍‌ ଚିହ୍ନଟ କରାଯାଇଛି। ହ୍ୟାକର୍‌ମାନେ ଏହାକୁ ବ୍ୟବହାର କରି ଯେ କୌଣସି କମ୍ପ୍ୟୁଟର୍‌କୁ ହ୍ୟାକ୍‌ କରିଥାନ୍ତି ଓ ସେଥିରେ ଥିବା ସମସ୍ତ କିପ୍ଟୋକରେନ୍ସି ଉପରେ କବ୍‌ଜା କରିନିଅନ୍ତି। କ୍ରିପ୍ଟୋଜ୍ୟାକିଙ୍ଗ୍‌ ଆକ୍ରମଣ ହେଲେ କମ୍ପ୍ୟୁଟର୍‌ରେ କାମ କରିବା କଷ୍ଟକର ହୁଏ। ଏହାର ମନ୍ଥର ହୋଇଯାଏ

ସମ୍ବନ୍ଧିତ ଖବର