ବିଏସଏନଏଲ୍‌ ପାଇଁ ୬୩୬୫ କୋଟିର ଭିଆର୍‌ଏସ୍‌ ଯୋଜନା

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନି ବିଏସଏନଏଲ ଓ ଏମଟିଏନଏଲର କର୍ମଚାରୀ ସଂଖ୍ୟା ହ୍ରାସ କରିବା ପାଇଁ ସରକାର ୮୫୦୦ କୋଟିର ଯୋଜନା ଆଣିପାରନ୍ତି। ଏଥିରୁ କେବଳ ବିଏସଏନଏଲ ପାଇଁ ୬୩୬୫ କୋଟି ଏବଂ ଏମଟିଏନଏଲ ପାଇଁ ୨୧୨୦ କୋଟି ଟଙ୍କାର ଯୋଜନା ରହିଛି। ସରକାର ୧୦ ବର୍ଷିଆ ବଣ୍ଡ୍ ଜାରି କରି ଏଥିପାଇଁ ପାଣ୍ଠି ଯୋଗାଡ଼ କରିବେ। ଏହି ପାଣ୍ଠି ଯୋଗାଡ଼ ପାଇଁ ଉଭୟ କମ୍ପାନିର ଜମିକୁ ବନ୍ଧକ ଭାବେ ରଖାଯାଇ ପାରେ।

ସମ୍ବନ୍ଧିତ ଖବର