ଭୁବନେଶ୍ୱର: ଏୟାର ଏସିଆ ଇଣ୍ଡିଆ ପକ୍ଷରୁ ୫୦% ରିହାତି ଅଫର ଘୋଷଣା କରାଯାଇଛି। ଯାତ୍ରୀମାନେ ଏୟାର ଏସିଆ ବିମାନରେ ବୁକିଙ୍ଗ କଲେ ରିଟର୍ଣ୍ଣ ଟ୍ରିପ୍ରେ ତାଙ୍କୁ ୫୦% ପର୍ଯ୍ୟନ୍ତ ରିହାତି ମିଳିବ। ଜୁନ୍ ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅଫରର୍ ଲାଭ ଉଠାଇ ହେବ। ଏହି ଅବସରରେ ଟିକଟ୍ ବୁକିଙ୍ଗ କଲେ ଜୁନ୍ ୧୨ରୁ ନଭେମ୍ବର ୩୦ ଭିତରେ ଯାତ୍ରା କରିବାକୁ ପଡ଼ିବ। ଯାତ୍ରୀମାନେ କଂପାନିର ଆପ୍ ଓ େଓ୍ଵବସାଇଟ୍ରେ ଟିକଟ ବୁକିଙ୍ଗ କରିପାରିବେ।
ଏୟାର ଏସିଆର ୫୦% ପର୍ଯ୍ୟନ୍ତ ରିହାତି ଅଫର
/sambad/media/post_attachments/wp-content/uploads/2018/06/AirAsia-620x413.jpg)