ଆମାଜନ୍‌ ଆଣିଲା ଏ ବର୍ଷର ସବୁଠୁ ବଡ଼ ଅଫର୍‌: ୩୧୩ ଟଙ୍କାରେ ସ୍ମାର୍ଟ୍‌ଫୋନ୍‌ ଓ ୪୯୯ ଟଙ୍କାରେ ଟିଭି!

0 3,857

ଯଦି କୌଣସି ପ୍ରଡକ୍ଟ୍‌ସରେ ନୋ କଷ୍ଟ୍‍ ଇଏମ୍‌ଆଇ ଅଫର୍‌ ମିଳୁଛି ତା’ହେଲେ ତଳେ ଲେଖାଯାଇଥିବା ଡିଟେଲ୍ସ୍‌ରେ ଆପଣ ପାଇଯିବେ। ସିଲେକ୍ଟ୍‌ କରିଲା ପରେ ବର୍ତ୍ତମାନ ଆପଣଙ୍କୁ ଏହାର ପେମେଣ୍ଟ୍‌ କ୍ରେଡିଟ୍‌ କାର୍ଡ୍‌ ଦ୍ୱାରା କରିବାକୁ ହେବ।

 

ଏହି ଅଫର୍‌ ଫୋନ୍‌, ଟିଭି ଓ ଘରକରଣା ସାମଗ୍ରୀ ପାଇଁ ରହିଛି। ଏଥିରେ ୩୧୩ ଟଙ୍କାରେ ଫୋନ୍‌, ୪୯୯ରେ ଟିଭି, ୪୭୦ରେ ଛୋଟ ଆପ୍ଲାଏନ୍‌ସେସ୍ ଓ ୪୭୦ରେ ବଡ଼ ଆପ୍ଲାଏନ୍‌ସେସ୍ କିଣି ପାରିବେ। ଏହି ଅଫର୍‌ର ଫାଇଦା ନେବାପାଇଁ ଆପଣଙ୍କୁ ୭୦୦୦ ଟଙ୍କାର ସପିଙ୍ଗ୍‌ କରିବାକୁ ପଡ଼ିବ। ଏଥିରେ ଆପଣ ୧୫୦୦ ଟଙ୍କାର କ୍ୟାସ୍‌ବ୍ୟାକ ମଧ୍ୟ ପାଇପାରିବେ (କ୍ୟାସ୍‌ବ୍ୟାକ୍ ଆପଣ ୨ ମାର୍ଚ୍ଚରେ ପାଇବେ)।

 

ଅନ୍‌ଲାଇନ୍‌ ସପିଙ୍ଗ୍‌ରେ ଆପଣଙ୍କୁ ଅଫର୍‌ ଦେବା ପାଇଁ ‘Deal of The Day’ ସୁଯୋଗ ଚାଲୁ କରାଯାଇଛି। ଏଥିରେ ଆପଣ ବେଷ୍ଟ୍‍ ଅଫର୍‌ ଓ ରିହାତି ବିଷୟରେ ଜାଣନ୍ତୁ। ଏହି ଅଫର୍‌ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.