ଆମ୍‌ୱେର ସନ୍ତୁଳିତ ଆହାର ଅଭିଯାନ

ଭୁବନେଶ୍ବର: ସନ୍ତୁଳିତ ଆହାର ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆମ୍‌ୱେ ପକ୍ଷରୁ ଇଟ୍‌ ହାର୍ଡ ଇଟ୍‌ ସ୍ମାର୍ଟ ନାମକ ଅଭିଯାନ ଆରମ୍ଭ କରାଯାଇଛି। ଲୋକମାନଙ୍କ ମଧ୍ୟରେ ପୋଷଣର ଅଭାବକୁ କିଭଳି ପୂରଣ କରାଯାଇପାରିବ ସେ ବିଷୟରେ ଏହି ଅଭିଯାନରେ ସଚେତନତା ସୃଷ୍ଟି କରାଯାଉଛି। କଂପାନିର ମୁଖ୍ୟ ମାର୍କେଟିଂ ଅଧିକାରୀ ସୁନ୍ଦୀପ ଶାହ ଏହି ଅଭିଯାନକୁ ଉନ୍ମୋଚନ କରିଛନ୍ତି।

ସମ୍ବନ୍ଧିତ ଖବର