ଆକ୍ସିସ୍ ବ୍ୟାଙ୍କର କ୍ବିକ୍‌ ପେ’ ହୋମ୍ ଲୋନ୍

ଭୁବନେଶ୍ୱର: ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ କ୍ୱିକ୍ ପେ ହୋମ୍ ଲୋନ୍ ବିଷୟରେ ଘୋଷଣା କରାଯାଇଛି। ଏହି ଗୃହ ଋଣରେ ସୁଧ ଉପରେ ବଡ଼ ଧରଣର ସଂଚୟ ସୁବିଧା ମିଳିବ। ଶିଳ୍ପର ନିୟମ ଠାରୁ ଭିନ୍ନ ଏହି ଗୃହ ଋଣରେ ଗ୍ରାହକମାନଙ୍କୁ ପେମେଣ୍ଟ୍‌ର ବିକଳ୍ପ ବ୍ୟବସ୍ଥା ପ୍ରଦାନ କରାଯିବ। ଗ୍ରାହକମାନେ ପ୍ରତି ମାସରେ ସମାନ ପରିମାଣର ମୂଳଧନକୁ ସୁଧ ସହିତ ପ୍ରଦାନ କରିବେ ଫଳରେ ମାସିକ କିସ୍ତି ପରିମାଣ କମ ହେବ ଏହା ଦ୍ୱାରା ମୋଟ ସୁଧ ପରିମାଣ ମଧ୍ୟ କମିଯିବ।

ସମ୍ବନ୍ଧିତ ଖବର