ନିର୍ବାଚନ ପୂର୍ବରୁ ବାଣିଜ୍ୟ ସହଯୋଗୀ ମାନ୍ୟତା ପ୍ରତ୍ୟାହାର କରିବନି ଆମେରିକା

ୱାସିଂଟନ: ଭାରତରେ ଲୋକସଭା ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ଏହାଠାରୁ ‘ପସନ୍ଦର ବାଣିଜ୍ୟ ସହଯୋଗୀ’ ମାନ୍ୟତାକୁ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତ୍ୟାହାର କରିବ ନାହିଁ। ବ୍ୟବସାୟ ନିଷ୍ପତ୍ତିକୁ ରାଜନୀତି ଠାରୁ ଦୂରରେ ରଖିବାକୁ ଆମେରିକା ଏଭଳି ନିଷ୍ପତ୍ତି ନେଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କଂଗ୍ରେକକୁ ନିଜର ଅଭିପ୍ରାୟ ବିଷୟରେ ଜଣାଇଦେଇଛନ୍ତି।

ସମ୍ବନ୍ଧିତ ଖବର