ଭୁବନେଶ୍ବରରେ ଅଡି କ୍ୟୁ ଡ୍ରାଇଭ୍

ଭୁବନେଶ୍ବର: ଅଡି ଭୁବନେଶ୍ବର ପକ୍ଷରୁ ସ୍ବତନ୍ତ୍ର ଗାଡ଼ିଚାଳନା ଅନୁଭୂତି କାର୍ଯ୍ୟକ୍ରମ ‘ଅଡି କ୍ୟୁ ଡ୍ରାଇଭ୍‌’ ଆରମ୍ଭ କରାଯାଇଛି। ଚଳିତ ବର୍ଷ ୧୨୦ରୁ ଅଧିକ ଗ୍ରାହକ ଏଥିରେ ଭାଗ ନେବେ ବୋଲି ଆଶା କରାଯାଉଛି। ପ୍ରତିବର୍ଷ ଶତାଧିକ ଗ୍ରାହକ ଏଥ‌ିରେ ଭାଗ ନେଇଥାନ୍ତି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ଗ୍ରାହକମାନେ ଅଡି କ୍ୟୁ୩, କ୍ୟୁ୫ ଓ କ୍ୟୁ୭କୁ ଚଲାଇବାର ସୁଯୋଗ ପାଇବେ ବୋଲି ଅଡି ଭୁବନେଶ୍ବରରେ ମାର୍କେଟିଂ ଅଧିକାରୀ ଆଶିଷ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର