ବିଓବିର ନୂଆ କ୍ଷେତ୍ରୀୟ ମୁଖ୍ୟ

ସମ୍ବଲପୁର: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ସମ୍ବଲପୁର କ୍ଷେତ୍ରର ନୂଆ କ୍ଷେତ୍ରୀୟ ମୁଖ୍ୟ ଭାବେ ବିବେକ ଗୁପ୍ତା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ନୂଆ ଦାୟିତ୍ୱ ଗ୍ରହଣ ପୂର୍ବରୁ ଶ୍ରୀ ଗୁପ୍ତା ଛତିଶଗଡ଼ର ରାୟପୁର ମୁଖ୍ୟ ଶାଖାର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଶ୍ରୀ ଗୁପ୍ତାଙ୍କର ୨୬ ବର୍ଷର ଅଭିଜ୍ଞତା ରହିଛି।

ସମ୍ବନ୍ଧିତ ଖବର