Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ବିଏସ୍‌ଏନ୍‌ଏଲ୍‌ର ଦୀପାବଳି ଅଫର

0 1,816

ଭୁବନେଶ୍ୱର: ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଆକର୍ଷଣୀୟ ଦୀପାବଳି ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ଟପ୍‌ ଅପ୍‌ ଉପରେ ୫୦% ଅଧିକ ଟକ୍‌ଟାଇମ୍‌ ପାଇବେ। ୨୯୦ ଟଙ୍କାରେ ୪୩୫, ୩୯୦ରେ ୫୮୫ ଏବଂ ୫୯୦ରେ ୮୮୫ର ଟକ୍‌ଟାଇମ୍‌ ମିଳିବ। ଏହି ସୁବିଧା ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ବିଏସ୍‌ଏନ୍‌ଏଲ୍‌ର କିଙ୍ଗ୍‌ ପ୍ଲାନ୍‌-୪୨୯ରେ ଗ୍ରାହକମାନେ ୯୦ ଦିନ ପର୍ଯ୍ୟନ୍ତ ଯେ କୌଣସି ନେଟ୍‌ଓ୍ଵର୍କକୁ ଅସୀମିତ କଲ୍‌ ଏବଂ ୧ ଜିବି ଡାଟା ସୁବିଧା ପାଇପାରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

17 + thirteen =