ସିଟି ସୁଜ୍‌ ଆଣ୍ଡ ସୁଜ୍‌ ସେଣ୍ଟରର ନବୀକୃତ ସୋ’ରୁମ୍‌

ଭୁବନେଶ୍ୱର: ସ୍ଥାନୀୟ ଅଶୋକ ନଗରଠାରେ ସିଟି ସୁଜ୍‌ ଆଣ୍ଡ ସୁଜ୍‌ ସେଣ୍ଟରର ନବୀକୃତ ସୋରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ସୋରୁମ୍‌ର ତତ୍ତ୍ୱାବଧାୟକ ସତୀଶ ହଂସ ଉଦ୍‌ଘାଟନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଈଶା ହଂସ, ଅନୁପ ହଂସ ଓ ସୁନୀଲ ହଂସ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ନାମୀଦାମୀ ବ୍ରାଣ୍ଡ୍‌ର ଜୋତା, ଚପଲ, ବ୍ୟାଗ୍‌ ଓ ବେଲ୍‌ଟ ଆଦି ସୁଲଭ ଦରରେ ମିଳୁଛି। ବିଶେଷ କରି ସ୍କେଚର, ପୁମା, ଲି କୁପର, ଓ୍ଵାଇଲ୍ଡ କ୍ରାଫ୍ଟ, ସ୍ପାକ୍ସ ଆଦି ବ୍ରାଣ୍ଡ୍‌ର ଜୋତା ଏଠାରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର