୨୩ ଯାଏଁ ଚାଲିବ କ୍ରାଫ୍ଟ ବଜାର

ଭୁବନେଶ୍ୱର: ଚଳିତମାସ ୧୨ରୁ ପ୍ରଦର୍ଶନୀ ପଡ଼ିଆର ଏକାମ୍ର ହାଟରେ ଆରମ୍ଭ ହୋଇଥିବା କ୍ରାଫ୍ଟ ବଜାର ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଠାରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟର କାରିଗରମାନଙ୍କ ଦ୍ୱାରା ଏଠାରେ ବେତ, ବାଉଁଶ ଓ କାଠରେ ପ୍ରସ୍ତୁତ ସୁନ୍ଦର ହସ୍ତଶିଳ୍ପ ସମେତ ହସ୍ତତନ୍ତ ସାମଗ୍ରୀ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର