ଡାଇକିନ୍ ଆଣିଲା ୧୬,୪୦୦ ଟଙ୍କିଆ ଏସି

ଭୁବନେଶ୍ବର: ଦେଶର ସବୁ ଲୋକଙ୍କ ପାଖରେ ଏସି ପହଞ୍ଚାଇବା ଲାଗି ଡାଇକିନ୍ ପକ୍ଷରୁ ୧୬,୪୦୦ ଟଙ୍କା ଭଳି ସୁଲଭ ମୂଲ୍ୟର ସ୍ପ୍ଲିଟ୍‌ ଏସିକୁ ଉନ୍ମୋଚନ କରାଯାଇଛି। ଜିଟିଏଲ୍‌ ୨୮ ୩ ଷ୍ଟାର୍ଟ ଅଣ ଇନଭର୍ଟର ଏସିକୁ ସ୍ବଦେଶୀ ଜ୍ଞାନକୌଶଳରେ ଭାରତୀୟ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏହା ସହିତ ଗ୍ରାହକମାନେ ଏକ ଓୟାରଲେସ୍‌ ରିମୋଟ୍‌ ବି ପାଇବେ। ଏଥିରେ ହେୟାର ଡ୍ରାୟର ଓ ମାଇକ୍ରୋୱେଭ୍ ଠାରୁ ମଧ୍ୟ କମ୍ ପରିମାଣର ବିଦ୍ୟୁତ ଖର୍ଚ ହେବ ବୋଲି କଂପାନିର ଏମ୍‌ଡି ଓ ସିଇଓ କେ ଜେ ଜାୱା କହିଛନ୍ତି।

ସମ୍ବନ୍ଧିତ ଖବର