ଡାଲମିଆ ଭାରତର ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱର ପକ୍ଷରୁ କମ୍ପୋଜିଟ୍‌ ସିମେଣ୍ଟ୍‌ ଉପରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଡାଲମିଆ ଭାରତ ସିମେଣ୍ଟ୍‌ ଅଂଶଗ୍ରହଣ କରି ଏହାର କମ୍ପୋଜିଟ୍‌ ସିମେଣ୍ଟ୍‌କୁ ପ୍ରଦର୍ଶନ କରିଛି। ଏହି ତାଲିମ କାର୍ଯ୍ୟକ୍ରମ ତଥା ସେମିନାରରେ କଂପାନିର ବରିଷ୍ଠ ପ୍ରବନ୍ଧକ ଡକ୍ଟର ପ୍ରଶାନ୍ତ କୁମାର ପାଣିଗ୍ରାହୀ, ମୁଖ୍ୟ ବୈଷୟିକ ଅଧିକାରୀ ସକୁନ ବୈଦ୍ୟ, ବରିଷ୍ଠ ପ୍ରବନ୍ଧକ ତୁଷାର ମହାପାତ୍ର ଓ ରଜନୀକାନ୍ତ ଷଡ଼ଙ୍ଗୀ, ପ୍ରବନ୍ଧକ-ବୈଷୟିକ ସେବା ଡାଲମିଆ ଭାରତ ସିମେଣ୍ଟ୍‌ର ପ୍ରତିନିଧିତ୍ୱ କରିଥିଲେ।

ସମ୍ବନ୍ଧିତ ଖବର