ଲାଲ୍‌ କିଲ୍ଲାର ରକ୍ଷଣାବେକ୍ଷଣ କରିବ ‘ଡାଲମିଆ ଭାରତ’

ଭୁବନେଶ୍ୱର: ଡାଲମିଆ ଭାରତ ଲିମିଟେଡ୍‌ ପକ୍ଷରୁ ଦିଲ୍ଲୀର ଲାଲ୍‌ କିଲ୍ଲା କିର୍ତୀରାଜିକୁ ପୋଷ୍ୟ ଐତିହ୍ୟ ଭାବେ ଗ୍ରହଣ କରାଯାଇଛି। ଏ ନେଇ କଂପାନି ପକ୍ଷରୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସହିତ ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି। ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ଐତିହ୍ୟ ସ୍ଳର ରକ୍ଷଣାବେକ୍ଷଣଠାରୁ ଆରମ୍ଭ କରି ମରାମତି ଓ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ କଂପାନି କରିବ। ବର୍ଷକୁ ଏ ବବାଦରେ ୫ କୋଟି ଟଙ୍କା ଖର୍ଚ କରାଯିବ। କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ କେ ଜେ ଆଲ୍‌ଫୋନ୍‌ସଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିଲା।

ସମ୍ବନ୍ଧିତ ଖବର