ଡଲାର ଇଣ୍ଡଷ୍ଟ୍ରିଜ୍‌ର ଭୋଟ୍‌ ସଚେତନତା ଅଭିଯାନ

ଭୁବନେଶ୍ବର, : କୋଲକାତାର ହୋସିଏରି କଂପାନି ଡଲାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଭୋଟ୍‌କୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଅଭିଯାନର ନାମ ହେଉଛି ‘ଉଙ୍ଗ୍‌ଲି ଉଠାନା ଫିଟ୍‌ ହୈ ବସ୍’। ଏଥିରେ ଲୋକମାନଙ୍କୁ ଭୋଟ୍‌ ଦେବା ପାଇଁ ଉତ୍ସାହିତ କରାଯାଉଛି। ଘରେ ବସି ରହି କେବଳ ଅଭିଯୋଗ ନକରି ପୁଲିଙ୍ଗ୍‌ ବୁଥ୍‌ରେ ପହଞ୍ଚି ଭୋଟ୍‌ ଦେବାକୁ ଲୋକମାନଙ୍କୁ ଏହି ଅଭିଯାନ ଜରିଆରେ କୁହାଯାଉଛି। ଏହା ହେଉଛି ଏକ ଡିଭିଟାଲ୍ ଅଭିଯାନ ଯାହା ଅଧିକରୁ ଅଧିକ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରାଯାଉଛି।

ସମ୍ବନ୍ଧିତ ଖବର