ଡ୍ୟୁ‌ରାସେଲ୍‌ର ନୂଆ ବ୍ୟାଟେରି

ଭୁବନେଶ୍ବର: ଡ୍ୟୁରାସେଲ୍ ପକ୍ଷରୁ ନୂଆ ଆଲକାଲାଇନ୍ ବ୍ୟାଟେରି ଛୋଟା ପାୱାରର ବଜାର ପ୍ରବେଶ କରାଯାଇଛି। ଏହି ବ୍ୟାଟେରିରେ କମ୍ପାନି ସର୍ବାଧିକ ଗୋଟିଏ ବର୍ଷର ଗ୍ୟାରେଣ୍ଟି ପ୍ରଦାନ କରୁଛି। ରିମୋଟ୍ ଭଳି ଉପକରଣରେ ଏହି ବ୍ୟାଟେରିର ଉପଯୋଗ କରାଯାଇ ପାରୁଛି। ପ୍ରତି ବ୍ୟାଟେରିର ମୂଲ୍ୟ ୧୭ ଟଙ୍କା ରହିଛି।

ସମ୍ବନ୍ଧିତ ଖବର