ବିପଦର ଆଗୁଆ ସୂଚନା ଦେବ ‘ଇପ୍‌ସେନସ୍‌’ର ସେନ୍‌ସର୍‌

• ଜୁଲାଇ ମାସର ଦରମା ପାଇନାହାନ୍ତି ଏୟାର ଇଣ୍ଡିଆ କର୍ମଚାରୀ।
• କେତେକ ନିର୍ଦିଷ୍ଟ ପରିସ୍ଥିତିରେ ଫେସବୁକ୍‌, ହ୍ଵାଟସ୍‌ଆପ୍‌ ଓ ଇନଷ୍ଟାଗ୍ରାମ୍‌କୁ କିଭଳି ବନ୍ଦ କରିହେବ ସେ ନେଇ ଭାରତ ସରକାର ବିଚାର କରୁଛନ୍ତି।
• ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଯୋଗରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର।
• ସରକାର ବିଟ୍‌କଏନ୍‌ ଭଳି ନିଜସ୍ୱ କ୍ରିପ୍‌ଟୋକରେନ୍ସି ଆଣିବା ଉପରେ ବିଚାର କରୁଛନ୍ତି।
• ଚୋକ୍‌ସିଙ୍କୁ ଭାରତ ଫେରାଇ ଆଣିବା ପାଇଁ ରାଜ୍ୟଗୋଷ୍ଠୀ ନିୟମର ବ୍ୟବହାର କରିବା ଉପରେ ଭାରତ ବିଚାର କରୁଛି।

ସମ୍ବନ୍ଧିତ ଖବର