ବର୍ନପୁର: ଲୌହ ଓ ଇସ୍ପାତ ବର୍ଗରେ ଉତ୍ତମ ଶକ୍ତି ସଂଚୟ ପାଇଁ ଇସ୍କୋ ଇସ୍ପାତ କାରଖାନା, ବର୍ନପୁରକୁ ପୁରସ୍କୃତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପସ୍ଥିତିରେ ଇସ୍କୋ ଇସ୍ପାତ କାରଖାନା, ବର୍ନପୁରର ମହାପ୍ରବନ୍ଧକ (ଶକ୍ତି) ରାମାନୁଜ ପ୍ରସାଦ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର