ଏକ୍ସ-ନାଲ୍‌କୋନିଆନ୍ ଫାମିଲି ଫୋରମ୍ ଗଠିତ

ଭୁବନେଶ୍ବର,: ନାଲ୍‌କୋର ଅବସରପ୍ରାପ୍ତ କର୍ମଚାରୀଙ୍କ ତରଫରୁ ଏକ୍ସ-ନାଲ୍‌କୋନିଆନ୍ ଫାମିଳି ଫୋରମ୍ (ଇଏଫ୍‌ଏଫ୍‌) ନାମକ ଏକ ସୋସାଇଟି ଗଠନ କରି ତାହାକୁ ପଞ୍ଜୀକୃତ କରାଯାଇଛି। କଂପାନିର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦେଶକ ଅ‌େଶାକ ରଥ ଏହାର ସଭାପତି ଓ ଜଗତ ବିହାରୀ ଦାଶ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିବେ। ସୋସାଇଟିରେ ୧୦୦ରୁ ଅଧିକ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର