ଏଫ୍‌ବିବିର ସୁପର ୬୦% ସେଲ୍‌

ଭୁବନେଶ୍ୱର: ଏଫ୍‌ବିବି ପକ୍ଷରୁ ନୂଆ ବର୍ଷ ଉପଲକ୍ଷେ ଗ୍ରାହକଙ୍କ ପାଇଁ ଉତ୍ତମ ରିହାତି ଘୋଷଣା କରାଯାଇଛି। ଚଳିତବର୍ଷ ଡିସେମ୍ବର ୨୬ରୁ ୨୦୧୮ ଜାନୁଆରି ୧୦ ପର୍ଯ୍ୟନ୍ତ ‘ଏଫବିବି ସୁପର ୬୦% ସେଲ୍‌’ ନାମରେ ରିହାତି ବିକ୍ରି ଉପଲବ୍ଧ ହେବ। ଏହି ସମୟ ମଧ୍ୟରେ ଗ୍ରାହକମାନେ ପୁରୁଷ, ମହିଳା ଏବଂ ଶିଶୁଙ୍କ ପୋଷାକ ଉପରେ ୬୦ % ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏଫବିବି ସୁପର ୬୦% ସେଲ ସମସ୍ତ ପ୍ରକାରର ଫୁଟେଓୟାର ପାଇଁ ମଧ୍ୟ ଉପଲବ୍ଧ ହେବ । ଏହି ରିହାତି ସେଲ୍‌ ଏଫ୍‌ବିବିର ସମସ୍ତ ଷ୍ଟାଣ୍ଡଏଲୋନ ଷ୍ଟୋର, ବିଗ ବଜାରରେ ଥିବା ସମସ୍ତ ଏଫ୍‌ବିବି ଷ୍ଟୋର ଏବଂ େଓବସାଇଟ୍‌ www.fbbonline.inରେ ଉପଲବ୍ଧ ହେବ ବୋଲି କମ୍ପାନିର ସିଓଓ ରାଜେଶ ସେଠ୍‌ କହିଛନ୍ତି।

ସମ୍ବନ୍ଧିତ ଖବର