ଆର୍ଥିକ ଗୋପନୀୟତା ସୂଚୀ: ଶୀର୍ଷରେ କେମ୍ୟାନ୍ ଦ୍ବୀପ

ମୁମ୍ବାଇ : ଆର୍ଥିକ ଗୋପନୀୟତା ବଜାୟ ରଖିବା କ୍ଷେତ୍ରରେ କେମ୍ୟାନ୍ ଦ୍ବୀପ ଶୀର୍ଷ ସ୍ଥାନରେ ରହିଛି। ଆମେରିକା ଦ୍ବିତୀୟରେ ଥିବା ‌ବେଳେ ସ୍ବିଜରଲ୍ୟାଣ୍ଡ୍‌ ଦୁଇ ପାହାଚ ତଳକୁ ଖସିଆସିଛି। ଶ୍ରେଷ୍ଠ ୧୦ଟି ରାଷ୍ଟ୍ର ତାଲିକାରେ ଜାପାନ, ନେଦରଲ୍ୟାଣ୍ଡ୍‌, ବ୍ରିଟିଶ ଭର୍ଜିନ୍ ଦ୍ବୀପ, ସିଙ୍ଗାପୁର ଓ ୟୁଏଇର ନାମ ରହିଛି। ପୂର୍ବରୁ ଏହି ତାଲିକାରେ ଥିବା ଜର୍ମାନି, ତାଇୱାନ ଓ ଗୁଏର୍ନସେ ଟପ୍ ୧୦ରୁ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର