ୟୁନିଅନ ବ୍ୟାଙ୍କର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,: ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୯୯ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରର କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି। ଏହାକୁ କ୍ଷେତ୍ରୀୟ ମୁଖ୍ୟ ଗୁରୁତେଜ୍‌ ସିଂ ଉଦ୍‌ଘାଟନ କରିଥିଲେ। କର୍ମଚାରୀମାନଙ୍କୁ ଶ୍ରୀ ସିଂ ବିଗତ ବର୍ଷ ମାନଙ୍କର ସାମଗ୍ରିକ ଉନ୍ନତି ଓ ଆଗାମୀ ବର୍ଷରେ ନୂତନ କାର୍ଯ୍ୟଶୈଳୀର ରୂପରେଖ ଉପରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର