ଆକ୍ସିସ୍ ବ୍ୟାଙ୍କରେ ଥିବା ଅଂଶଧନ ବିକିବେ ସରକାର

ନୂଆଦିଲ୍ଲୀ: ଆକ୍ସିସ୍ ବ୍ୟାଙ୍କରେ ଥିବା ୩% ଅଂଶଧନକୁ ସରକାର ବିକ୍ରି କରିବା ଉପରେ ବିଚାର କରୁଛନ୍ତି। ଏହି ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାରୁ ୫୩୦୦ କୋଟି ଟଙ୍କା ମିଳିଯିବ ବୋଲି ସରକାର ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର