ଜିଏସଟି ରିଟର୍ଣ୍ଣ ଦାଖଲ ନକଲେ ଇ-ୱେ ବିଲ୍ ମିଳିବନି

ନୂଆଦିଲ୍ଲୀ: କ୍ରମାଗତଭାବେ ୨ ମାସ ପାଇଁ ଜିଏସଟି ରିଟର୍ଣ୍ଣ ଦାଖଲ ନକରିଲେ ଆସନ୍ତା ଜୁନ୍ ୨୧ ତାରିଖରୁ ବ୍ୟବସାୟୀମାନେ ଇ-ୱେ ବିଲ୍ ବାହାର କରିପାରିବେ ନାହିଁ। ସେହିଭଳି ଜିଏସଟି କମ୍ପୋଜିସନ ସ୍କିମରେ ସାମିଲ ବ୍ୟବସାୟୀମାନେ ଯଦି କ୍ରମାଗତଭାବେ ଦୁଇଟି ତ୍ରୟମାସ ପାଇଁ ରିଟର୍ଣ୍ଣ ଦାଖଲ ନକରିବେ ତାହେଲେ ସେମାନେ ମଧ୍ୟ ଇ-ୱେ ବିଲ୍ ବାହାର କରିପାରିବେ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ ଆଜି କହିଛି।

ସମ୍ବନ୍ଧିତ ଖବର