କଳିଙ୍ଗ ହସ୍ପିଟାଲ୍‌ର ସ୍ୱାସ୍ଥ୍ୟ ରଥ ଅଭିଯାନ

ଭୁବନେଶ୍ୱର: ରଥଯାତ୍ରା ଅବସରରେ ବିଆର୍‌ ଲାଇଫ୍‌-କଳିଙ୍ଗ ହସ୍ପିଟାଲ୍‌ ପକ୍ଷରୁ ‘କଳିଙ୍ଗ ସ୍ୱାସ୍ଥ୍ୟ ରଥ’ ଅଭିଯାନ ଆୟୋଜନ କରାଯାଇଥିଲା। ହସ୍ପିଟାଲ୍‌ର ମୁଖ୍ୟ ପରିଚାଳକ ଡକ୍ଟର ଆଲୋକ ଲୋଦ୍ଧଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥଯାତ୍ରା, ବାହୁଡ଼ା ଓ ସୁନା ବେଶ ଦିନ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର