ହୁଣ୍ଡାଇ ଆଇ୨୦ :ଆକ୍ଟିଭ୍‌ର ଉନ୍ନତ ମଡେଲ ନୂଆ ଉତ୍ପାଦ

ହୁଣ୍ଡାଇ ଆଇ୨୦ : ଆକ୍ଟିଭର ନୂଆ ଫେସଲିଫ୍ଟ ମଡେଲ ଦକ୍ଷିଣ କୋରିଆରେ ଟେଷ୍ଟିଂ ଚାଲିଥିବା ନଜରକୁ ଆସିଛି। ଏହି କାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନରେ ଉପଲବ୍ଧ ହେବ। ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ବ୍ୟତୀତ ଏହି କାରର ହାଇବ୍ରିିଡ ଭର୍ସନ ମଧ୍ୟ ଆସିପାରେ। ଉକ୍ତ କାର୍‌ର ଡିଜାଇନ୍‌ରେ କିଛିଟା ପରିବର୍ତନ ଦେଖିବାକୁ ମିଳିବ। ଆସନ୍ତାବର୍ଷ ଏହି କାର ଭାରତକୁ ଆସିପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର