ଆଇଆଇଟି ଭୁବନେଶ୍ୱରରେ ପ୍ରଯୁକ୍ତି ପରିଚାଳନା ମେଳା ଉଦ୍‌ଯାପିତ

ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଚଳିତ ବର୍ଷର ୩ ଦିନିଆ ବାର୍ଷିକ ପ୍ରଯୁକ୍ତି ପରିଚାଳନା ମେଳା ‘ଓ୍ଵିଜେନେୟାର ୧୮ ’ ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଏଡେକ୍ସର ବ୍ୟବସାୟ ମୁଖ୍ୟ (ଦକ୍ଷିଣ ପୂର୍ବ ଏସିଆ) ଅମିତ ଗୋୟଲ ଏବଂ ରୋଟୋଟିଷ୍ଟ ଏ. ଶାହ ଯୋଗଦେଇ କୃତ୍ରିମ ବୁଦ୍ଧିମତା ଉପରେ ବକ୍ତବ୍ୟ ରଖିଥିଲେ। ରାକେଶ ଶ୍ୟାମ ଓ ପ୍ରଦୀପ ଅମଲାଡିଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ପ୍ରକାର ଟ୍ରିକ୍ସ ଦର୍ଶକଙ୍କୁ ବିମୋହିତ କରିଥିଲା।

ସମ୍ବନ୍ଧିତ ଖବର