ଆୟକର ରିଟର୍ଣ୍ଣ ଇ-ଫାଇଲିଂ ପାଇଁ ଆସିଲା ୭ ଫର୍ମ

0 112

ନୂଆଦିଲ୍ଲୀ: ବିଜ୍ଞପ୍ତି ପ୍ରକାଶ କରିବାର ଦେଢ଼ ମାସରୁ ଊର୍ଧ୍ୱ ସମୟ ପରେ ଆୟକର ବିଭାଗ ପକ୍ଷରୁ ଆକଳନ ବର୍ଷ ୨୦୧୮-୧୯ ପାଇଁ ସମସ୍ତ ୭ଟି ଯାକ ଆୟକର ରିଟର୍ଣ୍ଣ ଫର୍ମକୁ ଇ-ରିଟର୍ଣ୍ଣ ଫାଇଲିଂ ପାଇଁ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା ଟିକସଦାତାମାନେ ଇ-ରିଟର୍ଣ୍ଣ ଭରିପାରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.