ଇରାନ ତେଲ ପା‌ଇଁ ଟଙ୍କାରେ ପେମେଣ୍ଟ୍‌

0 243

ନୂଆଦିଲ୍ଲୀ: ଆମେରିକାର କଟକଣା ଭୟରେ ଇରାନରୁ ତେଲ ଆମଦାନି ବନ୍ଦ କରିବନି ଭାରତ। ଇରାନରୁ ‌‌ଯେଭଳି ତେଲ କିଣା ଜାରି ରହିପାରିବ ‌ସେଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇରାନ୍‌ ତେଲ କିଣିବା ପାଇଁ ଭାରତ ଟଙ୍କାରେ ପେମେଣ୍ଟ୍‌ କରିବ। ସେ ନେଇ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି। ବର୍ତ୍ତମାନ ଡଲାର ଦେଇ ଇରାନରୁ ତେଲ କିଣା‌ ହେଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.