ମୁଦ୍ରାସ୍ଫୀତି କମିଲା

ନୂଆଦିଲ୍ଲୀ: ନଭେମ୍ବର ମାସର ପାଇକାରୀ ମୁଦ୍ରାସ୍ଫୀତି ୪.୬୪%କୁ ହ୍ରାସ ପାଇଛି। ଗତ ୩ ମାସ ମଧ୍ୟରେ ଏହା ସର୍ବନିମ୍ନ। ଏହା ପୂର୍ବରୁ ଗତ ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ୪.୬୨% ରହିଥିଲା। ଚଳିତ ବର୍ଷ ଅକ୍ଟୋବରରେ ପାଇକାରୀ ମୁଦ୍ରାସ୍ଫୀତି ୫.୨୮% ଥିବାବେଳେ ଗତବର୍ଷ ନଭେମ୍ବରରେ ୪.୦୨% ରହିଥିଲା। ଖାଦ୍ୟସାମଗ୍ରୀ, ବିଶେଷକରି ପନିପରିବା ଦର ହ୍ରାସ ଯୋଗୁ ପାଇକାରୁ ମୁଦ୍ରାସ୍ଫୀତି ତଳକୁ ଖସିଛି।

ସମ୍ବନ୍ଧିତ ଖବର