ଜେଟ୍‌ର ଶେଷ ଆଶା ମଉଳିଲା

ନୂଆଦିଲ୍ଲୀ: ସଙ୍କଟରୁ ଉଦ୍ଧାର ପାଇବାକୁ ଉଦ୍ୟମ କରୁଥିବା ଜେଟ୍‌ ଏୟାରୱେଜ୍‌ର ଶେଷ ଆଶା ବି ମଉଳିଯାଇଛି। ଏହି କଂପାନିକୁ ଏକଦା ସଫଳତାର ଶୀର୍ଷରେ ପହଞ୍ଚାଇଥିବା ପୂର୍ବତନ ସିଇଓ ନିକୋସ କାର୍ଦାସିସ୍ ଜଣେ ଉପଦେଷ୍ଟା ଭାବ‌େ କଂପାନିକୁ ଫେରିଥିଲେ। ସଂଘର୍ଷ କରୁଥିବା କଂପାନିକୁ ପୁଥି ଥରେ ସଫଳତା ପଥରେ ପହଞ୍ଚାଇବାରେ ତାଙ୍କର ସୁନାମ ରହିଛି। ଏବେ ସେ ଜେଟ୍‌ର ହାତ ଛାଡ଼ିଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର