ଜେଏସ୍‌ଡବ୍ଳୁ ସିମେଣ୍ଟ୍‌ର ଟିମ୍ ସମ୍ପ୍ରସାରିତ

ଭୁବନେଶ୍ବର,: ଅଗ୍ରଣୀ ସିମେଣ୍ଟ୍‌ ଉତ୍ପାଦନକାରୀ ସଂସ୍ଥା ଜେଏସ୍‌ଡବ୍‌ଲ୍ୟୁ ଏହାର ବିକ୍ରି ଟିମ୍‌ର ସମ୍ପ୍ରସାରଣ କରିଛି। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ଏହା ବିକ୍ରି କ୍ଷେତ୍ରରେ ୧୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି। ଏହି ସବୁ ରାଜ୍ୟରେ କଂପାନି ତରଫରୁ ୫୨୦୦ ଡିଲର୍‌ ଓ ରିଟେଲର୍‌ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର