କଳିଙ୍ଗ ହସ୍ପିଟାଲ୍‌ର ୟୁରୋଲୋଜି ସଚେତନତା ପଦଯାତ୍ରା

ଭୁବନେଶ୍ୱର: ବିଆର୍‌ ଲାଇଫ୍‌ କଳିଙ୍ଗ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ପକ୍ଷରୁ ରବିବାର ୟୁରୋଲୋଜି ସଚେତନତା ପଦଯାତ୍ରା ଆୟୋଜନ କରାଯାଇଛି । ଏହା ଜନତା ମୈଦାନ ଠାରୁ ଆରମ୍ଭ ହୋଇ କଳିଙ୍ଗ ହସ୍ପିଟାଲ୍ ପର୍ଯ୍ୟନ୍ତ ଆସିଥିଲା ଏଥିରେ ୨୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ପଦଯାତ୍ରାର ଅଂଶଗ୍ରହଣକାରୀମାନେ ହସ୍ପିଟାଲ୍‌ର ୟୁରୋଲୋଜିଷ୍ଟ୍‌ ଡକ୍ଟର ବିଶ୍ବଜିତ ନନ୍ଦଙ୍କ ଠାରୁ ପରାମର୍ଶ ଗ୍ରହଣ କରିଥିଲେ। ମାଗଣାରେ ପରମର୍ଶ ଓ ପରୀକ୍ଷା ସୁବିଧା ମଧ୍ୟ ପାଇଥି‌ଲେ। ଏହି ଅବସରରେ ମାଗଣାରେ ପ୍ରୋଷ୍ଟେଟ୍-ଭିତିକ ଆଣ୍ଟିଜେନ୍ (ପିଏସ୍ଏ) ପରୀକ୍ଷା ଓ ୟୁରୋଫ୍ଲୋମେଟ୍ରି ସୁବିଧା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର