‘କିର୍ଲୋସ୍କର’ର ନୂଆ ପାଓ୍ଵାର୍‌ ଟିଲର୍‌

ପୁନେ: ଦୁଇ ହେକ୍ଟରରୁ କମ୍‌ ଜମି ଚାଷ କରୁଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମସ୍ୟା ଦୂର କରିବା ଓ ସେମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ କିର୍ଲୋସ୍କର ଅଏଲ୍‌ ଇଞ୍ଜିନ ଲିମିଟେଡ୍‌ (କୋଏଲ୍‌) ବିଭିନ୍ନ ପ୍ରକାର ପାଓ୍ଵାର ଟିଲର୍‌ ଉନ୍ମୋଚନ କରିଛି। କଂପାନି ପକ୍ଷରୁ ମେଗା ଟି୧୫, ମେଗା ଟି୧୨, ମେଗା ଟି୫ ଓ ମେଗା ଟି୮ ଭଳି ନୂଆ ପାଓ୍ଵାର ଟିଲର୍‌ ଆଣିଛି। କଂପାନି ଏ ବାବଦରେ ୧୦୦ କୋଟି ନିବେଶ କରିଛି।

ସମ୍ବନ୍ଧିତ ଖବର