କୁଚିନାର ନୂଆ ସୋ’ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,: ଲକ୍ଷ୍ମୀସାଗରର ଓକିଲବାଗଠାରେ କୁଚିନାର ଏକ ନୂଆ ସୋ’ରୁମ୍‌ ଏଏନ୍‌ ଏଣ୍ଟରପ୍ରାଇଜେସ୍‌ ଉଦ୍‌ଘାଟିତ ହୋଇଯାଇଛି। କଂପାନିର ଜାତୀୟ ବିକ୍ରି ମୁଖ୍ୟ କୁଶଲ୍‌ ବାନାର୍ଜୀ ଏହାକୁ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଂପାନିର ଭୁବନେଶ୍ୱର ବିତରକ ସଞ୍ଜୟ ଚୌଧୁରୀ, ଏଏନ୍‌ ଏଣ୍ଟରପ୍ରାଇଜେସ୍‌ର ତତ୍ତ୍ୱାବଧାୟକ ନାଗେଶ୍ୱର ପାତ୍ର ଓ ଅନିଲ କୁମାର ପାତ୍ର, ଅନୁପ ସାହୁ ଓ ସଞ୍ଜୟ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର