ଖୁଚୁରା ମୁଦ୍ରାସ୍ଫୀତି ୯ ମାସ ମଧ୍ୟରେ ସର୍ବନିମ୍ନ

ନୂଆଦିଲ୍ଲୀ: ଜୁଲାଇ ମାସର ଖୁଚୁରା ମୁଦ୍ରାସ୍ଫୀତି ଗତ ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଆସି ୪.୧୭% ରହିଛି। ଜୁନ୍‌ରେ ଏହା ୪.୯୨% ଥିବାବେଳେ ଗତବର୍ଷ ଜୁଲାଇରେ ୨.୩୬% ରହିଥିଲା। ଖୁଚୁରା ମୁଦ୍ରାସ୍ଫୀତିର ଗତିକୁ ଦେଖି ରିଜର୍ଭ ବ୍ୟାଙ୍କ ଏହାର ସୁଧ ହାର ବଦଳାଇଥାଏ।

ସମ୍ବନ୍ଧିତ ଖବର