ଭାରତରେ ନିବେଶ ସମ୍ପ୍ରସାରଣ କଲା ଏମ୍‌୧୨

ଭୁବନେଶ୍ୱର: ମାଇକ୍ରୋସଫ୍ଟର କର୍ପୋରେଟିଭ ଭେଞ୍ଚର ଫଣ୍ଡ ଏମ୧୨ ପକ୍ଷରୁ ଭାରତରେ ନିବେଶ ସମ୍ପ୍ରସାରଣ ଘୋଷଣା କରାଯାଇଛି। ମାଇକ୍ରୋସଫ୍ଟ ପକ୍ଷରୁ ଏମ୧୨ ସହିତ ଏହାର ଭାରତୀୟ ଷ୍ଟାର୍ଟଅପ ଇକୋସିଷ୍ଟମ ପୋର୍ଟଫୋଲିଓରେ ନିବେଶ ଆରମ୍ଭ କରାଯାଇଥିବା ବେଳେ ଇନୋଭେସରରେ ଭାରତର ପ୍ରଥମ ନିବେଶ କରାଯାଇଛି। ଏହି ପରିପ୍ରେକ୍ଷୀରେ ମାଇକ୍ରୋସଫ୍ଟ ଏମ୧୨ର ଗ୍ଲୋବାଲ ହେଡ୍‌ ଏବଂ ମାଇକ୍ରୋସଫ୍ଟର କର୍ପୋରେଟ ଉପ ସଭାପତି ନାଗରାଜ କାଶ୍ୟପ୍ କହିଛନ୍ତି, ଭାରତରେ ଏମ୧୨ର ପ୍ରବେଶ କରାଇଥିବାରୁ ଆମ୍ଭେମାନେ ଉତ୍ସାହିତ।

ସମ୍ବନ୍ଧିତ ଖବର