ମାଖିଜା ଟେଷ୍ଟ୍‌ ଟ୍ୟୁବ୍ ବେବି ସେଣ୍ଟର୍‌ର ସଫଳତା

ଭୁବନେଶ୍ବର: ବିଳାସପୁରଠାରେ ଥିବା ମାଖିଜା ଟେଷ୍ଟ୍‌ ଟ୍ୟୁବ୍‌ ବେ‌ବି ସେଣ୍ଟର୍‌ ପୁଣି ଏକ ସଫଳତା ହାସଲ କରିଛି। ବିବାହର ୧୧ ବର୍ଷ ପର୍ଯ୍ୟନ୍ତ ସନ୍ତାନ ପାଇବାକୁ ଅସମର୍ଥ ଥିବା ଏକ ଦମ୍ପତିଙ୍କୁ ଏହା ସନ୍ତାନ ସୁଖ ପ୍ରଦାନ କରିଛି। ଅନିଲ ଭାର୍ଗବ ନାମକ ଜଣେ ବ୍ୟକ୍ତି ଶୁକ୍ରାଣୁ ଅଭାବ ସତ୍ତ୍ବେ ପିତା ହୋଇପାରିଛନ୍ତି। ଡକ୍ଟର ପ୍ରତିଭା ମାଖିଜା ଟିସା ଜରିଆରେ ଅନିଲଙ୍କ ଯାଞ୍ଚ କରି ତାଙ୍କୁ ଆଇଭିଏଫ୍‌ କରାଇବା ପାଇଁ ପରାମର୍ଶ ଦେଇଥିଲେ। କିଛି ଦିନ ଚିକିତ୍ସା କରାଇବା ପରେ ତାଙ୍କ ପତ୍ନୀ ଗର୍ଭଧାରଣ କରିଥିଲେ। ତାଙ୍କର ଯମଜ ସନ୍ତାନ ଜନ୍ମ ‌େହାଇଛନ୍ତି।

ସମ୍ବନ୍ଧିତ ଖବର