ଜେଲ୍‌ରେ ମାଲ୍ୟା, ନିରବ ସାଥିହୋଇ ରହିବେ

0

ମୁମ୍ବାଇ: ଭାରତରେ ବଡ଼ ଧରଣର ଆର୍ଥିକ ଠକେଇ କରି ଲଣ୍ଡନକୁ ଖସି ପଳାଇଥିବା ଦୁଇ ଅଭିଯୁକ୍ତ ନିରବ ମୋଦୀ ଓ ବିଜୟ ମାଲ୍ୟାଙ୍କ ନୂଆ ଠିକଣା ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ର ୧୨ ନମ୍ବର ବାରାକ୍ ହେବାର ସମ୍ଭାବନା ରହିଛି। ତେବେ ନିରବଙ୍କ ପକ୍ଷରୁ ଆଜି ଲଣ୍ଡନ ଓ ୱେଲ୍ସ ହାଇକୋର୍ଟରେ କରାଯାଇଥିବା ଜାମିନ ଆବେଦନର ଶୁଣାଣି ହୋଇଥିବାବେଳେ ଆସନ୍ତାକାଲି ଏହାର ରାୟ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.