ଏପ୍ରିଲ୍‌ ପହିଲାରୁ ବଦଳୁଛି ଏହି ସବୁ ନିୟମ, ଜାଣନ୍ତୁ କେଉଁ ଦିଗରେ ହେବେ ଲାଭବାନ

ନୂଆଦିଲ୍ଲୀ: ଏପ୍ରିଲ୍‌ ପହିଲାଠାରୁ ଦେଶରେ ବଡ଼ ପରିବର୍ତ୍ତନ ହେକାକୁ ଯାଉଛି। ନୂଆ ଆର୍ଥିକ ବର୍ଷରେ ୨୦୧୯ ଏପ୍ରିଲ୍‌ରେ ଅନେକ ନୂଆ ଲାଗୁ ହେବାକୁ ଯାଉଛି। ତେବେ, ଚାଲନ୍ତୁ ଜାଣିବା ଏହି ସୋମବାରଠାରୁ କେଉଁ ସବୁ ଜିନିଷରେ ପରିବର୍ତ୍ତନ ଆସିବ।

: ନୂଆ ନିୟମ ଅନୁସାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କର ମୁକ୍ତ ହେବ।

: ଜାଣିବାକୁ ମିଳିଛି ଯେ ପୂର୍ବାପେକ୍ଷା ବ୍ୟାଙ୍କ୍‌ ଋଣ ଶସ୍ତା ହେବ।

: ନୂଆ ଘର କିଣିବାର ଆଶା ରଖିଥିବା ଲୋକମାନଙ୍କ ପାଇଁ ଖୁସି ଖବର। ଘର ମଧ୍ୟ ଶସ୍ତା ହେବ ବୋଲି ସୂଚନା ରହିଛି।

: ଏପ୍ରିଲ୍‌ ପହିଲାରୁ ରେଳବାଇର ବି କେତେକ ନିୟମ ବଦଳିପାରେ। ଏପ୍ରିଲ୍‌ରୁ ସଂଯୁକ୍ତ ପିଏନ୍‌ଆର୍‌ ଲାଗୁ ହେବ। ସଂଯୁକ୍ତ ପିଏନ୍‌ଆର୍‌ ଲାଗୁ ହେବା ପରେ ଜଣେ ଯାତ୍ରୀ ଦୁଇଟି ଟ୍ରେନ୍‌ରେ ଟିକେଟ୍‌ କରିଥିଲେ ସଂଯୁକ୍ତ ପିଏନ୍‌ଆର୍‌ ଜେନେରେଟ ହେବ। ଯାତ୍ରୀ ଜଣକ ଗୋଟାଏ ଟ୍ରେନ୍‌ରେ ବସିସାରିବା ପରେ ଆର ଟିକେଟ୍‌ ଟଙ୍କା ଫେରସ୍ତ ଆସିବ।

: ଏହାଛଡ଼ା ଇପିଏଫ୍‌, ବୀମା, ସିକ୍ୟୁରିଟି ପଞ୍ଜିକୃତ ଫ୍ଲାଟ, ଆଦିରେ ବି ଅନେକ ଲାଭ ମିଳିବ।

 

ସମ୍ବନ୍ଧିତ ଖବର