ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ମିଲ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ବାରାଣାସୀ ରୁଟ୍‌ରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ (ଟ୍ରେନ୍ ୧୮)ରେ ମିଲ୍‌ ନେବା ବାଧ୍ୟତାମୂଳକ। ମିଲ୍‌କୁ କୌଣସି ଯାତ୍ରୀ ମନା କରିପାରିବେ ନାହିଁ। ମିଲ୍‌ ପାଇଁ ଯାତ୍ରୀଙ୍କ ୩୯୯ ଟଙ୍କା ଖର୍ଚ ହେବ। ଚଳିତ ମାସ ୧୫ ତାରିଖରୁ ଏହି ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କ ପାଇଁ ମିଲ୍‌ ଚୟନ କରିବା କିମ୍ବା ନକରିବାର ବିକଳ୍ପ ରହିିଛି।

ସମ୍ବନ୍ଧିତ ଖବର