ମେଲାଞ୍ଜ୍‌ ଡିଜାଇନର୍‌ ପ୍ରଦର୍ଶନୀ ୧୦ରୁ

ଭୁବନେଶ୍ୱର: ଚଳିତ ମାସ ୧୦ ଓ ୧୧ ତାରିଖରେ ହୋଟେଲ୍‌ ମେ’ ଫେୟାର ଲାଗୁନ୍‌ରେ ମେଲାଞ୍ଜ୍‌ର ଡିଜାଇନର୍‌ ପ୍ରଦର୍ଶନୀ ଆୟୋଜନ କରାଯିବ। ଦିଲ୍ଲୀ, ମୁମ୍ବାଇ, ଜୟପୁର, ଇନ୍ଦୋର, ନାଗପୁର, ଲକ୍ଷ୍ନୌ ଓ କୋଲକାତାର ଡିଜାଇନର୍‌ଙ୍କ ଦ୍ୱାରା ସ୍ୱତନ୍ତ୍ର ରାକ୍ଷୀ ଓ ଉପହାର ପ୍ରଦର୍ଶନ କରାଯିବ। ଏହି ପ୍ରଦର୍ଶନୀରେ ଫେସନ୍‌ ସାମଗ୍ରୀ ବ୍ୟତୀତ ଡିଜାଇନର୍‌ ଗହଣା, ଉପହାର ସାମଗ୍ରୀ, ହୋମ୍‌ ଡେକର୍‌ ସାମଗ୍ରୀ ଆଦି ପ୍ରଦର୍ଶନ ଓ ବିକ୍ରି କରାଯିବ। ୪୦ରୁ ଅଧିକ ଡିଜାଇନର୍‌ ସେମାନଙ୍କ ପୋଷାକ, ଗହଣା, ହ୍ୟାଣ୍ଡ୍‌ବ୍ୟାଗ୍‌, ଜୋତା ଓ ଅନ୍ୟାନ୍ୟ ଆକ୍‌ସେସୋରିଜ୍‌କୁ ପ୍ରଦର୍ଶିତ କରିବେ।

ସମ୍ବନ୍ଧିତ ଖବର