ଓଡ଼ିଶା ବଜାରରେ ମେଟ୍‌ଲୁକ୍ କସ୍‌‌ମେଟିକ୍ସ ଉତ୍ପାଦ

ଭୁବନେଶ୍ବର: ଆନ୍ତର୍ଜାତିକ କସମେଟିକ୍ସ ବ୍ରାଣ୍ଡ୍ ମେଟ୍‌ଲୁକ୍ ଓଡ଼ିଶା ବଜାରରେ ପ୍ରବେଶ କରିଛି। କମ୍ପାନି ପକ୍ଷରୁ ମେଟ୍‌ କ୍ରସ୍ ଭେଲଭେଟ୍ ମୁଜ୍ ଲିପ୍ ଗ୍ଲସ୍‌କୁ ଉନ୍ମୋଚନ କରାଯାଇଛି। ଏହା ଓଠକୁ ସିଲ୍‌କି ମେଟ୍ ଫିନିସ୍ ପ୍ରଦାନ କରିଥାଏ। ସବୁ ପ୍ରକାର ସ୍କିନ୍ ଟୋନ୍‌କୁ ସୁହାଇବା ପାଇଁ ଏହାର ମୋଟ ୩୦ ପ୍ରକାର ସେଡ୍ ରହିଛି। ଏହି ଉତ୍ପାଦ ୧୭୫ ଟଙ୍କାରେ ମେଟ୍‌ଲୁକ୍ କାଉଣ୍ଟର, ବିୟୁଟି ଷ୍ଟୋର୍ ଏବଂ ଅନଲାଇନରେ ଆମାଜନ୍ ଓ ଫ୍ଲିପକାର୍ଟରେ ଉପଲବ୍ଧ ହେଉଛି। ଓଡ଼ିଶା ବଜାରରେ ପ୍ରବେଶ କରି ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି ଏହି ପରିପ୍ରେକ୍ଷୀରେ କମ୍ପାନିର ଏମଡି ୟାଶୁ ଜୈନ କହିଛନ୍ତି।

ସମ୍ବନ୍ଧିତ ଖବର