ଏମ୍‌ସ ପରୀକ୍ଷାରେ ‘ଆଲେନ୍‌’ର ସଫଳତା

ଭୁବନେଶ୍ବର: ଆଲେନ୍ କ୍ୟାରିଅର ଇନଷ୍ଟିଚ୍ୟୁଟ୍‌ର ଛାତ୍ରଛାତ୍ରୀମାନେ ଏମ୍‌ସ ଏମବିବିଏସ ୨୦୧୯ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନୁଷ୍ଠାନର ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଭିତରେ ସ୍ଥାନ ହାସଲ କରିଛନ୍ତି। ଏହାର ନିର୍ଦେଶକ ବ୍ରଜେଶ ମାହେଶ୍ବରୀ କହିଛନ୍ତି ଯେ, ଆଲେନ୍‌ ଡିଏଲ୍‌ପିର ଛାତ୍ର ଭାବିକ ବଶଂଲ ଏଆଇଆର-୧ ରୢାଙ୍କ ହାସଲ କରିଥିବା ବେଳେ କ୍ଲାସରୁମ୍ ଛାତ୍ର ବିଶ୍ବ ହିତେନ୍ଦ୍ର ଭଦୋଦରିଆ ଏଆଇଆର୍‌-୨, ଚେତନ୍ୟା ମିତଲ ଏଆଇଆର୍‌-୩, ହର୍ଷ ଅଗ୍ରୱାଲ୍‌ ଏଆଇଆର୍‌-୫, ଅନୁରାଗଶୁଂ ଭଟ୍ଟାଚାର୍ଯ୍ୟ ଏଆଇଆର୍‌-୬, ଗଗନ ଦଲାଲ ଏଆଇଆର-୭, ରାଘବ ଦୁବେ ଏଆଇଆର-୮, ଆଲେନ ଡିଏଲପିର ଇଶିକା ଗୁପ୍ତା ଏଆଇଆର-୯ ଓ କ୍ଲାସରୁମ କାର୍ଯ୍ୟକ୍ରମର ସ୍ତୁତି ଖଣ୍ଡେଲୱାଲ ଏଆଇଆର-୧୦ ରୢାଙ୍କ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର